ବିନା ପ୍ଲାନ୍‌ ମଞ୍ଜୁରୀରେ ଲୋ-ରିସ୍କ କୋଠା ‌

ୱେବ୍‌ସାଇଟ୍‌ରେ ଅଛି ୧୦୪ ଅନୁମୋଦିତ ପ୍ଲାନ୍‌ ଭୁବନେଶ୍ବର : ଲୋ-ରିସ୍କ କୋଠା ପାଇଁ ଆଉ ବିଲ୍‌ଡିଂ ପ୍ଲାନ୍‌ ମଂଜୁରିର ଆବଶ୍ୟକତା ପଡ଼ିବ ନାହିଁ। ସର୍ବାଧିକ ୧୦ ମିଟର ଉଚ୍ଚତା ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ମଂଜୁରି ଦରକାର ନାହିଁ। ବିଡିଏ ୱେବ୍‌ସାଇଟ୍‌ରେ ୧୦୪ଟି ଅନୁମୋଦିତ ବିଲ୍‌ଡିଂ ପ୍ଲାନ୍‌ ରହିଛି। ଏଥିରୁ ଘର ମାଲିକ ମନ ପସନ୍ଦର ପ୍ଲାନ୍‌ ଚୟନ କରିପାରି‌ବେ। ବିଡିଏ, ବିଏମ୍‌ସି ଓ ହାଉସିଂ ବୋର୍ଡର ଅନୁମୋଦନ … Continue reading ବିନା ପ୍ଲାନ୍‌ ମଞ୍ଜୁରୀରେ ଲୋ-ରିସ୍କ କୋଠା ‌